
ଦୁର୍ନୀତି ରୋକିବାକୁ ହାଇଟେକ୍ ବ୍ୟବସ୍ଥା ଏବଂ ଭିଜିଲାନ୍ସ ବିଭାଗର ଫେସବୁକ ପେଜ ଏବଂ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ୱରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଫେସବୁକ ହେଉଛି ଫେସବୁକ ଡଟ କମ ସ୍ଲାଶ ଓଡିଶା ଡଟ ଭଜିଳାନ୍ସ। ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ମଧ୍ୟ ଆରମ୍ଭ କରାଯାଇଛି। ଯେଉଁଠାରେ ଇଣ୍ଟରନେଟ...