A blog about gunupur, gunupur information, gunupurinfo, gunupur info, gunupur news,gunupurinfo blogspot, gunupur nac, gunupurinfo blogspot, gunupur blogspot, gunupur info blogspot, gunupur details, gunupur nac details, gunupur info details, gunupurinfo details, gunupur blogger, gunupur information website, gunupur culture, gunupur temples, gunupur college, gunupur photo, gunupur population, gunupur education, gunupur address, gunupur pin code, gunupur address

Friday 29 May 2015

ଦୁର୍ନୀତି ରୋକିବାକୁ ହାଇଟେକ୍ ବ୍ୟବସ୍ଥା ଓଡିଶାରେ

ଦୁର୍ନୀତି ରୋକିବାକୁ ହାଇଟେକ୍ ବ୍ୟବସ୍ଥା ଏବଂ ଭିଜିଲାନ୍ସ ବିଭାଗର ଫେସବୁକ ପେଜ ଏବଂ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ୱରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଫେସବୁକ ହେଉଛି ଫେସବୁକ ଡଟ କମ ସ୍ଲାଶ ଓଡିଶା ଡଟ ଭଜିଳାନ୍ସ। ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ମଧ୍ୟ ଆରମ୍ଭ କରାଯାଇଛି। ଯେଉଁଠାରେ ଇଣ୍ଟରନେଟ କନେକ୍ସନ ନାହିଁ ସେମାନେ ଏହି ଟୋଲ ଫ୍ରି ନମ୍ୱର ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବା ବ୍ୟବସ୍ଥା ମଧ୍ୟ ହୋଇଛି। ୧୦୬୪ ଟୋଲ ଫ୍ରି ନମ୍ୱରରେ ଅଭିଯୋଗ କରିପାରିବେ।
Facebook website- www.facebook.com/odisha.vigilance

VISITORS HIT

Copyright © ଗୁଣପୁର ଇନ୍ଫର୍ମେସନ୍( GUNUPUR INFORMATION )